O O Rangabati
🎵 2493 characters
⏱️ 4:21 duration
🆔 ID: 13909064
📜 Lyrics
ଦେଖିଲି ତତେ ପ୍ରଥମଥର
Heart-beat ମୋ ଗଲାରେ ବଢ଼ି
ଦିସୁନି ମୋତେ ଆଉ କିଛିବି
ଖାଲି ତୋ ଚେହେରା ଛାଡ଼ି
ଦେଖିଲି ତତେ ପ୍ରଥମଥର
Heart-beat ମୋ ଗଲାରେ ବଢ଼ି
ଦିସୁନି ମୋତେ ଆଉ କିଛିବି
ଖାଲି ତୋ ଚେହେରା ଛାଡ଼ି
ତୋ ନଖରା, ତୋ ଇଶାରା
ତୁ କହିଲେ ଚିରିଦେବି ମୁଁ ଛାତି
ଓ, ଓ ରଙ୍ଗବତୀ
ଝୁରୁଛି ଦିନ ରାତି
ବୁଝି ପାରୁନୁ କେମିତି?
ଓ, ଓ ରଙ୍ଗବତୀ
କାଢୁଛୁ ରଙ୍ଗ ଅତି
କରିଦେ ମୋତେ ତୋ ସାଥି
(तोसे नैना मिलाके)
(ଓ, ଓ ରଙ୍ଗବତୀ)
(नैना-ना, नैना रे)
ଦିନରେ ଦେଖୁଛି ମୁଁ dream
ପଟେଇବାକୁ ଲଗାଏ Cream
ପଟୁନୁ କାଇଁ ତୁ Baby
ପକଉଛି କେତେଯେ scheme
ଦେଖିନି ଝିଅ ତୋ ଭଳି
କଲିଜା ଦେଲୁ ତୁ ଜାଳି
ଭଲରେ ପଦେ ହଉନୁ କଥା
ଦୟାରେ ଦେଇଦେ ଗାଳି
ମୁଁ ଉଡୁଛି
ହଁ, ପବନେ
ଲାଗୁଛି ଯେମିତି ପ୍ରଜାପତି
ଓ, ଓ ରଙ୍ଗବତୀ
ଝୁରୁଛି ଦିନ ରାତି
ବୁଝି ପାରୁନୁ କେମିତି?
ଓ, ଓ ରଙ୍ଗବତୀ
କାଢୁଛୁ ରଙ୍ଗ ଅତି
କରିଦେ ମୋତେ ତୋ ସାଥି
(तोसे नैना मिलाके)
(ଓ, ଓ ରଙ୍ଗବତୀ)
(नैना-ना, नैना रे)
ଚାହୁଁଛି ଖାଲି ଲୁଚି ଲୁଚି
ଦେଇଛି ତୋତେ ମୁଁ ବାଛି
ଇଶାରା କାଇଁ ଜାଣି ପାରୁନୁ?
ଆଖି ମୋର କହି ଯାଏ କିଛି
ଆସିଗଲା marriage season
ଦେଇଦେ ମୋତେ permission
ତମ ପାଖରେ whole life କରିଦେବି ମୁଁ admission
କହିଯା, ରହିଯା
ମୁଁ ବୁଝି ପାରୁନି ମୋ ମୋତିଗତି
ଓ, ଓ ରଙ୍ଗବତୀ
ଝୁରୁଛି ଦିନ ରାତି
ବୁଝି ପାରୁନୁ କେମିତି?
ଓ, ଓ ରଙ୍ଗବତୀ
କାଢୁଛି ରଙ୍ଗ ଅତି
କରିଦେ ମୋତେ ତୋ ସାଥି
Heart-beat ମୋ ଗଲାରେ ବଢ଼ି
ଦିସୁନି ମୋତେ ଆଉ କିଛିବି
ଖାଲି ତୋ ଚେହେରା ଛାଡ଼ି
ଦେଖିଲି ତତେ ପ୍ରଥମଥର
Heart-beat ମୋ ଗଲାରେ ବଢ଼ି
ଦିସୁନି ମୋତେ ଆଉ କିଛିବି
ଖାଲି ତୋ ଚେହେରା ଛାଡ଼ି
ତୋ ନଖରା, ତୋ ଇଶାରା
ତୁ କହିଲେ ଚିରିଦେବି ମୁଁ ଛାତି
ଓ, ଓ ରଙ୍ଗବତୀ
ଝୁରୁଛି ଦିନ ରାତି
ବୁଝି ପାରୁନୁ କେମିତି?
ଓ, ଓ ରଙ୍ଗବତୀ
କାଢୁଛୁ ରଙ୍ଗ ଅତି
କରିଦେ ମୋତେ ତୋ ସାଥି
(तोसे नैना मिलाके)
(ଓ, ଓ ରଙ୍ଗବତୀ)
(नैना-ना, नैना रे)
ଦିନରେ ଦେଖୁଛି ମୁଁ dream
ପଟେଇବାକୁ ଲଗାଏ Cream
ପଟୁନୁ କାଇଁ ତୁ Baby
ପକଉଛି କେତେଯେ scheme
ଦେଖିନି ଝିଅ ତୋ ଭଳି
କଲିଜା ଦେଲୁ ତୁ ଜାଳି
ଭଲରେ ପଦେ ହଉନୁ କଥା
ଦୟାରେ ଦେଇଦେ ଗାଳି
ମୁଁ ଉଡୁଛି
ହଁ, ପବନେ
ଲାଗୁଛି ଯେମିତି ପ୍ରଜାପତି
ଓ, ଓ ରଙ୍ଗବତୀ
ଝୁରୁଛି ଦିନ ରାତି
ବୁଝି ପାରୁନୁ କେମିତି?
ଓ, ଓ ରଙ୍ଗବତୀ
କାଢୁଛୁ ରଙ୍ଗ ଅତି
କରିଦେ ମୋତେ ତୋ ସାଥି
(तोसे नैना मिलाके)
(ଓ, ଓ ରଙ୍ଗବତୀ)
(नैना-ना, नैना रे)
ଚାହୁଁଛି ଖାଲି ଲୁଚି ଲୁଚି
ଦେଇଛି ତୋତେ ମୁଁ ବାଛି
ଇଶାରା କାଇଁ ଜାଣି ପାରୁନୁ?
ଆଖି ମୋର କହି ଯାଏ କିଛି
ଆସିଗଲା marriage season
ଦେଇଦେ ମୋତେ permission
ତମ ପାଖରେ whole life କରିଦେବି ମୁଁ admission
କହିଯା, ରହିଯା
ମୁଁ ବୁଝି ପାରୁନି ମୋ ମୋତିଗତି
ଓ, ଓ ରଙ୍ଗବତୀ
ଝୁରୁଛି ଦିନ ରାତି
ବୁଝି ପାରୁନୁ କେମିତି?
ଓ, ଓ ରଙ୍ଗବତୀ
କାଢୁଛି ରଙ୍ଗ ଅତି
କରିଦେ ମୋତେ ତୋ ସାଥି
⏱️ Synced Lyrics
[00:38.73] ଦେଖିଲି ତତେ ପ୍ରଥମଥର
[00:43.22] Heart-beat ମୋ ଗଲାରେ ବଢ଼ି
[00:47.60] ଦିସୁନି ମୋତେ ଆଉ କିଛିବି
[00:52.49] ଖାଲି ତୋ ଚେହେରା ଛାଡ଼ି
[01:06.26] ଦେଖିଲି ତତେ ପ୍ରଥମଥର
[01:10.16] Heart-beat ମୋ ଗଲାରେ ବଢ଼ି
[01:14.64] ଦିସୁନି ମୋତେ ଆଉ କିଛିବି
[01:19.61] ଖାଲି ତୋ ଚେହେରା ଛାଡ଼ି
[01:24.27] ତୋ ନଖରା, ତୋ ଇଶାରା
[01:28.51] ତୁ କହିଲେ ଚିରିଦେବି ମୁଁ ଛାତି
[01:33.22] ଓ, ଓ ରଙ୍ଗବତୀ
[01:35.64] ଝୁରୁଛି ଦିନ ରାତି
[01:38.34] ବୁଝି ପାରୁନୁ କେମିତି?
[01:42.41] ଓ, ଓ ରଙ୍ଗବତୀ
[01:44.85] କାଢୁଛୁ ରଙ୍ଗ ଅତି
[01:47.08] କରିଦେ ମୋତେ ତୋ ସାଥି
[01:51.33] (तोसे नैना मिलाके)
[01:57.96] (ଓ, ଓ ରଙ୍ଗବତୀ)
[02:00.85] (नैना-ना, नैना रे)
[02:18.69] ଦିନରେ ଦେଖୁଛି ମୁଁ dream
[02:20.62] ପଟେଇବାକୁ ଲଗାଏ Cream
[02:23.16] ପଟୁନୁ କାଇଁ ତୁ Baby
[02:25.17] ପକଉଛି କେତେଯେ scheme
[02:27.75] ଦେଖିନି ଝିଅ ତୋ ଭଳି
[02:30.16] କଲିଜା ଦେଲୁ ତୁ ଜାଳି
[02:31.80] ଭଲରେ ପଦେ ହଉନୁ କଥା
[02:34.37] ଦୟାରେ ଦେଇଦେ ଗାଳି
[02:36.73] ମୁଁ ଉଡୁଛି
[02:38.80] ହଁ, ପବନେ
[02:41.27] ଲାଗୁଛି ଯେମିତି ପ୍ରଜାପତି
[02:45.95] ଓ, ଓ ରଙ୍ଗବତୀ
[02:48.32] ଝୁରୁଛି ଦିନ ରାତି
[02:50.70] ବୁଝି ପାରୁନୁ କେମିତି?
[02:54.95] ଓ, ଓ ରଙ୍ଗବତୀ
[02:57.11] କାଢୁଛୁ ରଙ୍ଗ ଅତି
[02:59.97] କରିଦେ ମୋତେ ତୋ ସାଥି
[03:04.11] (तोसे नैना मिलाके)
[03:10.56] (ଓ, ଓ ରଙ୍ଗବତୀ)
[03:13.48] (नैना-ना, नैना रे)
[03:31.19] ଚାହୁଁଛି ଖାଲି ଲୁଚି ଲୁଚି
[03:33.17] ଦେଇଛି ତୋତେ ମୁଁ ବାଛି
[03:35.60] ଇଶାରା କାଇଁ ଜାଣି ପାରୁନୁ?
[03:37.83] ଆଖି ମୋର କହି ଯାଏ କିଛି
[03:39.91] ଆସିଗଲା marriage season
[03:42.21] ଦେଇଦେ ମୋତେ permission
[03:44.88] ତମ ପାଖରେ whole life କରିଦେବି ମୁଁ admission
[03:48.50] କହିଯା, ରହିଯା
[03:53.15] ମୁଁ ବୁଝି ପାରୁନି ମୋ ମୋତିଗତି
[03:58.15] ଓ, ଓ ରଙ୍ଗବତୀ
[04:00.55] ଝୁରୁଛି ଦିନ ରାତି
[04:02.75] ବୁଝି ପାରୁନୁ କେମିତି?
[04:07.28] ଓ, ଓ ରଙ୍ଗବତୀ
[04:09.62] କାଢୁଛି ରଙ୍ଗ ଅତି
[04:11.02] କରିଦେ ମୋତେ ତୋ ସାଥି
[04:17.24]
[00:43.22] Heart-beat ମୋ ଗଲାରେ ବଢ଼ି
[00:47.60] ଦିସୁନି ମୋତେ ଆଉ କିଛିବି
[00:52.49] ଖାଲି ତୋ ଚେହେରା ଛାଡ଼ି
[01:06.26] ଦେଖିଲି ତତେ ପ୍ରଥମଥର
[01:10.16] Heart-beat ମୋ ଗଲାରେ ବଢ଼ି
[01:14.64] ଦିସୁନି ମୋତେ ଆଉ କିଛିବି
[01:19.61] ଖାଲି ତୋ ଚେହେରା ଛାଡ଼ି
[01:24.27] ତୋ ନଖରା, ତୋ ଇଶାରା
[01:28.51] ତୁ କହିଲେ ଚିରିଦେବି ମୁଁ ଛାତି
[01:33.22] ଓ, ଓ ରଙ୍ଗବତୀ
[01:35.64] ଝୁରୁଛି ଦିନ ରାତି
[01:38.34] ବୁଝି ପାରୁନୁ କେମିତି?
[01:42.41] ଓ, ଓ ରଙ୍ଗବତୀ
[01:44.85] କାଢୁଛୁ ରଙ୍ଗ ଅତି
[01:47.08] କରିଦେ ମୋତେ ତୋ ସାଥି
[01:51.33] (तोसे नैना मिलाके)
[01:57.96] (ଓ, ଓ ରଙ୍ଗବତୀ)
[02:00.85] (नैना-ना, नैना रे)
[02:18.69] ଦିନରେ ଦେଖୁଛି ମୁଁ dream
[02:20.62] ପଟେଇବାକୁ ଲଗାଏ Cream
[02:23.16] ପଟୁନୁ କାଇଁ ତୁ Baby
[02:25.17] ପକଉଛି କେତେଯେ scheme
[02:27.75] ଦେଖିନି ଝିଅ ତୋ ଭଳି
[02:30.16] କଲିଜା ଦେଲୁ ତୁ ଜାଳି
[02:31.80] ଭଲରେ ପଦେ ହଉନୁ କଥା
[02:34.37] ଦୟାରେ ଦେଇଦେ ଗାଳି
[02:36.73] ମୁଁ ଉଡୁଛି
[02:38.80] ହଁ, ପବନେ
[02:41.27] ଲାଗୁଛି ଯେମିତି ପ୍ରଜାପତି
[02:45.95] ଓ, ଓ ରଙ୍ଗବତୀ
[02:48.32] ଝୁରୁଛି ଦିନ ରାତି
[02:50.70] ବୁଝି ପାରୁନୁ କେମିତି?
[02:54.95] ଓ, ଓ ରଙ୍ଗବତୀ
[02:57.11] କାଢୁଛୁ ରଙ୍ଗ ଅତି
[02:59.97] କରିଦେ ମୋତେ ତୋ ସାଥି
[03:04.11] (तोसे नैना मिलाके)
[03:10.56] (ଓ, ଓ ରଙ୍ଗବତୀ)
[03:13.48] (नैना-ना, नैना रे)
[03:31.19] ଚାହୁଁଛି ଖାଲି ଲୁଚି ଲୁଚି
[03:33.17] ଦେଇଛି ତୋତେ ମୁଁ ବାଛି
[03:35.60] ଇଶାରା କାଇଁ ଜାଣି ପାରୁନୁ?
[03:37.83] ଆଖି ମୋର କହି ଯାଏ କିଛି
[03:39.91] ଆସିଗଲା marriage season
[03:42.21] ଦେଇଦେ ମୋତେ permission
[03:44.88] ତମ ପାଖରେ whole life କରିଦେବି ମୁଁ admission
[03:48.50] କହିଯା, ରହିଯା
[03:53.15] ମୁଁ ବୁଝି ପାରୁନି ମୋ ମୋତିଗତି
[03:58.15] ଓ, ଓ ରଙ୍ଗବତୀ
[04:00.55] ଝୁରୁଛି ଦିନ ରାତି
[04:02.75] ବୁଝି ପାରୁନୁ କେମିତି?
[04:07.28] ଓ, ଓ ରଙ୍ଗବତୀ
[04:09.62] କାଢୁଛି ରଙ୍ଗ ଅତି
[04:11.02] କରିଦେ ମୋତେ ତୋ ସାଥି
[04:17.24]