Home 🎬 Bollywood 🎵 Pakistani 🎤 English Pop

Kie Heba Mora Rangabati

👤 Tariq Aziz 🎼 Mr Majnu (Original Motion Picture Soundtrack) ⏱️ 3:54
🎵 2651 characters
⏱️ 3:54 duration
🆔 ID: 13837636

📜 Lyrics

एक, दो, तीन
ତିନି ତିନିଟା lover ମୋର ବଜେଇ ଦେଲେ बीन
एक, दो, तीन
ତିନି ତିନିଟା lover ମୋର ବଜେଇ ଦେଲେ बीन

କିଏ straight ଚାହୁଁଛି, କିଏ ପଲ୍ଟି ଚାହୁଁଛି
କିଏ salty କଥାରେ ମତେ signal ଦଉଛି
ମୋର ଜଳିଯାଏ ନାଲି ବତୀ, ବତୀ

କିଏ ହବ ମୋର ରଙ୍ଗବତୀ?
ହେ (ରଙ୍ଗବତୀ-ରଙ୍ଗବତୀ)
ହେ, କିଏ ହବ ମୋର ରଙ୍ଗବତୀ?
(ହଁ, ରଙ୍ଗବତୀ-ରଙ୍ଗବତୀ)
(ରଙ୍ଗବତୀ-ରଙ୍ଗବତୀ)

ଆରେ, ଜଣେ ତ beauty bebo
ଜଣେ ତ କଷି ଫୁଲେଇ
Last girl लड़ली ଜଉ heart କୁ ଦେଲାଣି ହଲେଇ

କାହାର love ଖାତାରେ
ହେବି ମୁଁ colourful cover?
ହାଏ ମୁଁ ଫସିଗଲି confuse वाला ନୂଆ lover

ମୋର future darling ହାଏ କାହାକୁ କରିବି?
କାହା Aadhar card ରେ ମୁଁ right ମାରିବି?
ଭାରି ଡେଂଜରିଆ ପରିସ୍ଥିତି, ସ୍ଥିତି

କିଏ ହବ ମୋର ରଙ୍ଗବତୀ?
ହେ (ରଙ୍ଗବତୀ-ରଙ୍ଗବତୀ)
ହେ, କିଏ ହବ ମୋର ରଙ୍ଗବତୀ?
(ହଁ, ରଙ୍ଗବତୀ-ରଙ୍ଗବତୀ)
(ରଙ୍ଗବତୀ-ରଙ୍ଗବତୀ)
ମଲ୍ଲିଫୁଲ ତିନ୍-ତିନ୍ ଟା, ତିନ୍-ତିନ୍ ଟା, ତିନ୍-ତିନ୍ ଟା
କାହାକୁ ମୁଁ discount ରେ ଦେବି ରେ ମୋର ଏ दिल ଟା?

ଆରେ, ଜଣେ ତ line ମାରିଲେ
ଆଉ ଜଣେ fuse ହଉଛି
ଆଖିର दूरबीन ରେ ମୋର ଜଣେ ଆସି ଲଟ୍କି ଯାଉଛି

ହଁ, ଜଣଙ୍କ ପ୍ରେମ ତ fast-food
ଆଉ ଜଣଙ୍କ ଲୁଣି ଚାଖେଣା
କାହାକୁ କହିବି very good? ଅବସ୍ଥା ଛଅଟଙ୍କା ଆଠେଣା

ତିନି ସୁନ୍ଦରୀ ପଛରେ କେତେ suffer ମୁଁ ହେବି?
ଏଇ दिल ଟା କାହାକୁ କହ offer ରେ ଦେବି?
ମୋର ଦୁଳୁ-ଦୁଲୁ-ଦୁଲୁ ଦୁଲୁକି ଯାଏ ଛାତି, ଛାତି

କିଏ ହବ ମୋର ରଙ୍ଗବତୀ?
ହେ (ରଙ୍ଗବତୀ-ରଙ୍ଗବତୀ)
ହେ, କିଏ ହବ ମୋର ରଙ୍ଗବତୀ?
(ହଁ, ରଙ୍ଗବତୀ-ରଙ୍ଗବତୀ)
(ରଙ୍ଗବତୀ-ରଙ୍ଗବତୀ)

⏱️ Synced Lyrics

[00:27.27] एक, दो, तीन
[00:28.75] ତିନି ତିନିଟା lover ମୋର ବଜେଇ ଦେଲେ बीन
[00:33.29] एक, दो, तीन
[00:34.83] ତିନି ତିନିଟା lover ମୋର ବଜେଇ ଦେଲେ बीन
[00:38.97] କିଏ straight ଚାହୁଁଛି, କିଏ ପଲ୍ଟି ଚାହୁଁଛି
[00:42.06] କିଏ salty କଥାରେ ମତେ signal ଦଉଛି
[00:45.05] ମୋର ଜଳିଯାଏ ନାଲି ବତୀ, ବତୀ
[00:49.43] କିଏ ହବ ମୋର ରଙ୍ଗବତୀ?
[00:52.65] ହେ (ରଙ୍ଗବତୀ-ରଙ୍ଗବତୀ)
[00:58.44] ହେ, କିଏ ହବ ମୋର ରଙ୍ଗବତୀ?
[01:03.20] (ହଁ, ରଙ୍ଗବତୀ-ରଙ୍ଗବତୀ)
[01:07.16] (ରଙ୍ଗବତୀ-ରଙ୍ଗବତୀ)
[01:09.89]
[01:33.77] ଆରେ, ଜଣେ ତ beauty bebo
[01:36.91] ଜଣେ ତ କଷି ଫୁଲେଇ
[01:40.08] Last girl लड़ली ଜଉ heart କୁ ଦେଲାଣି ହଲେଇ
[01:49.15] କାହାର love ଖାତାରେ
[01:52.21] ହେବି ମୁଁ colourful cover?
[01:55.23] ହାଏ ମୁଁ ଫସିଗଲି confuse वाला ନୂଆ lover
[02:00.91] ମୋର future darling ହାଏ କାହାକୁ କରିବି?
[02:04.07] କାହା Aadhar card ରେ ମୁଁ right ମାରିବି?
[02:07.09] ଭାରି ଡେଂଜରିଆ ପରିସ୍ଥିତି, ସ୍ଥିତି
[02:11.79] କିଏ ହବ ମୋର ରଙ୍ଗବତୀ?
[02:14.80] ହେ (ରଙ୍ଗବତୀ-ରଙ୍ଗବତୀ)
[02:20.62] ହେ, କିଏ ହବ ମୋର ରଙ୍ଗବତୀ?
[02:25.23] (ହଁ, ରଙ୍ଗବତୀ-ରଙ୍ଗବତୀ)
[02:29.29] (ରଙ୍ଗବତୀ-ରଙ୍ଗବତୀ)
[02:32.15]
[02:35.15] ମଲ୍ଲିଫୁଲ ତିନ୍-ତିନ୍ ଟା, ତିନ୍-ତିନ୍ ଟା, ତିନ୍-ତିନ୍ ଟା
[02:38.04] କାହାକୁ ମୁଁ discount ରେ ଦେବି ରେ ମୋର ଏ दिल ଟା?
[02:41.11]
[02:52.60] ଆରେ, ଜଣେ ତ line ମାରିଲେ
[02:56.09] ଆଉ ଜଣେ fuse ହଉଛି
[02:59.12] ଆଖିର दूरबीन ରେ ମୋର ଜଣେ ଆସି ଲଟ୍କି ଯାଉଛି
[03:07.88] ହଁ, ଜଣଙ୍କ ପ୍ରେମ ତ fast-food
[03:11.25] ଆଉ ଜଣଙ୍କ ଲୁଣି ଚାଖେଣା
[03:14.12] କାହାକୁ କହିବି very good? ଅବସ୍ଥା ଛଅଟଙ୍କା ଆଠେଣା
[03:19.91] ତିନି ସୁନ୍ଦରୀ ପଛରେ କେତେ suffer ମୁଁ ହେବି?
[03:23.02] ଏଇ दिल ଟା କାହାକୁ କହ offer ରେ ଦେବି?
[03:26.19] ମୋର ଦୁଳୁ-ଦୁଲୁ-ଦୁଲୁ ଦୁଲୁକି ଯାଏ ଛାତି, ଛାତି
[03:30.57] କିଏ ହବ ମୋର ରଙ୍ଗବତୀ?
[03:33.75] ହେ (ରଙ୍ଗବତୀ-ରଙ୍ଗବତୀ)
[03:39.64] ହେ, କିଏ ହବ ମୋର ରଙ୍ଗବତୀ?
[03:44.31] (ହଁ, ରଙ୍ଗବତୀ-ରଙ୍ଗବତୀ)
[03:48.25] (ରଙ୍ଗବତୀ-ରଙ୍ଗବତୀ)
[03:50.91]

⭐ Rate These Lyrics

Average: 0.0/5 • 0 ratings