Ae Rangabati
🎵 2254 characters
⏱️ 4:05 duration
🆔 ID: 13696100
📜 Lyrics
ଅଟୋରେ ବସେଇ ଦେମି
ଆଖି ମୁଁ ମିଶେଇ ଦେମି
Puncture ହେଇଗଲା ଏଇ ଛାତି
ଏ ରଙ୍ଗବତୀ-ରଙ୍ଗବତୀ
ହଁ, ଅଟୋରେ ବସେଇ ଦେମି
ଆଖି ମୁଁ ମିଶେଇ ଦେମି
Puncture ହେଇଗଲା ଏଇ ଛାତି
ଏ ରଙ୍ଗବତୀ-ରଙ୍ଗବତୀ
ତୁ ନୂଆ-ନୂଆ ଅଟୋ ବାଲା
ମୋ ମନ ଖାଲି ଝାଲାମାଲା
ଆରେ, break ତୋର ଢୀଲା
ହଁ, ଧୀରେ-ଧୀରେ ଚଲା
କାଳେ ଜଳିଯିବ ନାଲି ବତି
ମୁଁ ରଙ୍ଗବତୀ-ରଙ୍ଗବତୀ
ଆରେ, ଏ ରଙ୍ଗବତୀ-ରଙ୍ଗବତୀ
ଆରେ, ପ୍ରେମ ଗାଡ଼ି ଘାଇଁ-ଘାଇଁ
ଗଡ଼ିଯାଏ ସାଇଁ-ସାଇଁ
Heavy licence ପାଇଛି ମୋ ଗୋରୀ
ଧରିଥା ଛାଡ଼ିବୁ ନାହିଁ
ବେଳ, କାଳ ଭଲ ନାହିଁ
ସହଜେ ମୁଁ ଚାନ୍ଦ ମୁହିଁ
ମନ ଛନ-ଛନ, ଆଖି କନ-କନ
Gear ତୁ ପକା ନାହିଁ
ହାଏ, ଛୁଇଁଲେ accelerator
ଅନା ବଢୁଛି ପ୍ରେମ meter
ଆଲୋ ୬୦ ରେ କଣ୍ଟା, ହଁ, ଉଡୁଛି ମନଟା
ଖେଳୁଛି ଲୋ କିତି-କିତି
ହେ, ରଙ୍ଗବତୀ-ରଙ୍ଗବତୀ
ଆରେ, ମୁଁ ରଙ୍ଗବତୀ-ରଙ୍ଗବତୀ
ଆଖି ତଳେ ଲାଜଥିଲା
ଓଠ ତଳେ ଝରିଗଲା
ହୃଦୟ ଭିତର indicator ମୋ
Signal ତତେ ଦେଲା
ଆରେ, ଯାହାହେଲା ଭଲ ହେଲା
ଭଡ଼ା ମୋର ଉଠିଗଲା
ଆଜିଠାରୁ ଓଟୋ ଆଗରେ ଲେଖିବି "ମଜନୁ+ଲୈଲା"
ମୁଁ ହେଲି ଓଟୋ ମାଲିକାଣୀ
ତୁ Driver ମୋର ମଣି
ଆରେ, ମିଳିବନି ଛୁଟି, ତୁ କରିବୁ duty
ରାତି-ଦିନ, ଦିନ-ରାତି
ଏ ରଙ୍ଗବତୀ-ରଙ୍ଗବତୀ
ମୁଁ ରଙ୍ଗବତୀ-ରଙ୍ଗବତୀ
ଏ ରଙ୍ଗବତୀ-ରଙ୍ଗବତୀ
ଆରେ, ମୁଁ ରଙ୍ଗବତୀ-ରଙ୍ଗବତୀ
ଆଖି ମୁଁ ମିଶେଇ ଦେମି
Puncture ହେଇଗଲା ଏଇ ଛାତି
ଏ ରଙ୍ଗବତୀ-ରଙ୍ଗବତୀ
ହଁ, ଅଟୋରେ ବସେଇ ଦେମି
ଆଖି ମୁଁ ମିଶେଇ ଦେମି
Puncture ହେଇଗଲା ଏଇ ଛାତି
ଏ ରଙ୍ଗବତୀ-ରଙ୍ଗବତୀ
ତୁ ନୂଆ-ନୂଆ ଅଟୋ ବାଲା
ମୋ ମନ ଖାଲି ଝାଲାମାଲା
ଆରେ, break ତୋର ଢୀଲା
ହଁ, ଧୀରେ-ଧୀରେ ଚଲା
କାଳେ ଜଳିଯିବ ନାଲି ବତି
ମୁଁ ରଙ୍ଗବତୀ-ରଙ୍ଗବତୀ
ଆରେ, ଏ ରଙ୍ଗବତୀ-ରଙ୍ଗବତୀ
ଆରେ, ପ୍ରେମ ଗାଡ଼ି ଘାଇଁ-ଘାଇଁ
ଗଡ଼ିଯାଏ ସାଇଁ-ସାଇଁ
Heavy licence ପାଇଛି ମୋ ଗୋରୀ
ଧରିଥା ଛାଡ଼ିବୁ ନାହିଁ
ବେଳ, କାଳ ଭଲ ନାହିଁ
ସହଜେ ମୁଁ ଚାନ୍ଦ ମୁହିଁ
ମନ ଛନ-ଛନ, ଆଖି କନ-କନ
Gear ତୁ ପକା ନାହିଁ
ହାଏ, ଛୁଇଁଲେ accelerator
ଅନା ବଢୁଛି ପ୍ରେମ meter
ଆଲୋ ୬୦ ରେ କଣ୍ଟା, ହଁ, ଉଡୁଛି ମନଟା
ଖେଳୁଛି ଲୋ କିତି-କିତି
ହେ, ରଙ୍ଗବତୀ-ରଙ୍ଗବତୀ
ଆରେ, ମୁଁ ରଙ୍ଗବତୀ-ରଙ୍ଗବତୀ
ଆଖି ତଳେ ଲାଜଥିଲା
ଓଠ ତଳେ ଝରିଗଲା
ହୃଦୟ ଭିତର indicator ମୋ
Signal ତତେ ଦେଲା
ଆରେ, ଯାହାହେଲା ଭଲ ହେଲା
ଭଡ଼ା ମୋର ଉଠିଗଲା
ଆଜିଠାରୁ ଓଟୋ ଆଗରେ ଲେଖିବି "ମଜନୁ+ଲୈଲା"
ମୁଁ ହେଲି ଓଟୋ ମାଲିକାଣୀ
ତୁ Driver ମୋର ମଣି
ଆରେ, ମିଳିବନି ଛୁଟି, ତୁ କରିବୁ duty
ରାତି-ଦିନ, ଦିନ-ରାତି
ଏ ରଙ୍ଗବତୀ-ରଙ୍ଗବତୀ
ମୁଁ ରଙ୍ଗବତୀ-ରଙ୍ଗବତୀ
ଏ ରଙ୍ଗବତୀ-ରଙ୍ଗବତୀ
ଆରେ, ମୁଁ ରଙ୍ଗବତୀ-ରଙ୍ଗବତୀ
⏱️ Synced Lyrics
[00:22.75] ଅଟୋରେ ବସେଇ ଦେମି
[00:25.49] ଆଖି ମୁଁ ମିଶେଇ ଦେମି
[00:28.58] Puncture ହେଇଗଲା ଏଇ ଛାତି
[00:31.33] ଏ ରଙ୍ଗବତୀ-ରଙ୍ଗବତୀ
[00:33.76]
[00:39.56] ହଁ, ଅଟୋରେ ବସେଇ ଦେମି
[00:41.30] ଆଖି ମୁଁ ମିଶେଇ ଦେମି
[00:42.87] Puncture ହେଇଗଲା ଏଇ ଛାତି
[00:45.78] ଏ ରଙ୍ଗବତୀ-ରଙ୍ଗବତୀ
[00:53.81] ତୁ ନୂଆ-ନୂଆ ଅଟୋ ବାଲା
[00:56.57] ମୋ ମନ ଖାଲି ଝାଲାମାଲା
[00:59.60] ଆରେ, break ତୋର ଢୀଲା
[01:01.25] ହଁ, ଧୀରେ-ଧୀରେ ଚଲା
[01:02.34] କାଳେ ଜଳିଯିବ ନାଲି ବତି
[01:05.45] ମୁଁ ରଙ୍ଗବତୀ-ରଙ୍ଗବତୀ
[01:11.07] ଆରେ, ଏ ରଙ୍ଗବତୀ-ରଙ୍ଗବତୀ
[01:14.32]
[01:39.57] ଆରେ, ପ୍ରେମ ଗାଡ଼ି ଘାଇଁ-ଘାଇଁ
[01:42.74] ଗଡ଼ିଯାଏ ସାଇଁ-ସାଇଁ
[01:45.57] Heavy licence ପାଇଛି ମୋ ଗୋରୀ
[01:48.47] ଧରିଥା ଛାଡ଼ିବୁ ନାହିଁ
[01:56.98] ବେଳ, କାଳ ଭଲ ନାହିଁ
[01:59.83] ସହଜେ ମୁଁ ଚାନ୍ଦ ମୁହିଁ
[02:02.73] ମନ ଛନ-ଛନ, ଆଖି କନ-କନ
[02:05.58] Gear ତୁ ପକା ନାହିଁ
[02:08.26] ହାଏ, ଛୁଇଁଲେ accelerator
[02:10.82] ଅନା ବଢୁଛି ପ୍ରେମ meter
[02:14.07] ଆଲୋ ୬୦ ରେ କଣ୍ଟା, ହଁ, ଉଡୁଛି ମନଟା
[02:16.93] ଖେଳୁଛି ଲୋ କିତି-କିତି
[02:19.86] ହେ, ରଙ୍ଗବତୀ-ରଙ୍ଗବତୀ
[02:25.10] ଆରେ, ମୁଁ ରଙ୍ଗବତୀ-ରଙ୍ଗବତୀ
[02:28.72]
[02:51.27] ଆଖି ତଳେ ଲାଜଥିଲା
[02:54.03] ଓଠ ତଳେ ଝରିଗଲା
[02:56.96] ହୃଦୟ ଭିତର indicator ମୋ
[02:59.86] Signal ତତେ ଦେଲା
[03:08.01] ଆରେ, ଯାହାହେଲା ଭଲ ହେଲା
[03:11.29] ଭଡ଼ା ମୋର ଉଠିଗଲା
[03:14.13] ଆଜିଠାରୁ ଓଟୋ ଆଗରେ ଲେଖିବି "ମଜନୁ+ଲୈଲା"
[03:19.52] ମୁଁ ହେଲି ଓଟୋ ମାଲିକାଣୀ
[03:22.27] ତୁ Driver ମୋର ମଣି
[03:25.42] ଆରେ, ମିଳିବନି ଛୁଟି, ତୁ କରିବୁ duty
[03:28.43] ରାତି-ଦିନ, ଦିନ-ରାତି
[03:31.44] ଏ ରଙ୍ଗବତୀ-ରଙ୍ଗବତୀ
[03:37.13] ମୁଁ ରଙ୍ଗବତୀ-ରଙ୍ଗବତୀ
[03:42.79] ଏ ରଙ୍ଗବତୀ-ରଙ୍ଗବତୀ
[03:48.09] ଆରେ, ମୁଁ ରଙ୍ଗବତୀ-ରଙ୍ଗବତୀ
[03:52.09]
[00:25.49] ଆଖି ମୁଁ ମିଶେଇ ଦେମି
[00:28.58] Puncture ହେଇଗଲା ଏଇ ଛାତି
[00:31.33] ଏ ରଙ୍ଗବତୀ-ରଙ୍ଗବତୀ
[00:33.76]
[00:39.56] ହଁ, ଅଟୋରେ ବସେଇ ଦେମି
[00:41.30] ଆଖି ମୁଁ ମିଶେଇ ଦେମି
[00:42.87] Puncture ହେଇଗଲା ଏଇ ଛାତି
[00:45.78] ଏ ରଙ୍ଗବତୀ-ରଙ୍ଗବତୀ
[00:53.81] ତୁ ନୂଆ-ନୂଆ ଅଟୋ ବାଲା
[00:56.57] ମୋ ମନ ଖାଲି ଝାଲାମାଲା
[00:59.60] ଆରେ, break ତୋର ଢୀଲା
[01:01.25] ହଁ, ଧୀରେ-ଧୀରେ ଚଲା
[01:02.34] କାଳେ ଜଳିଯିବ ନାଲି ବତି
[01:05.45] ମୁଁ ରଙ୍ଗବତୀ-ରଙ୍ଗବତୀ
[01:11.07] ଆରେ, ଏ ରଙ୍ଗବତୀ-ରଙ୍ଗବତୀ
[01:14.32]
[01:39.57] ଆରେ, ପ୍ରେମ ଗାଡ଼ି ଘାଇଁ-ଘାଇଁ
[01:42.74] ଗଡ଼ିଯାଏ ସାଇଁ-ସାଇଁ
[01:45.57] Heavy licence ପାଇଛି ମୋ ଗୋରୀ
[01:48.47] ଧରିଥା ଛାଡ଼ିବୁ ନାହିଁ
[01:56.98] ବେଳ, କାଳ ଭଲ ନାହିଁ
[01:59.83] ସହଜେ ମୁଁ ଚାନ୍ଦ ମୁହିଁ
[02:02.73] ମନ ଛନ-ଛନ, ଆଖି କନ-କନ
[02:05.58] Gear ତୁ ପକା ନାହିଁ
[02:08.26] ହାଏ, ଛୁଇଁଲେ accelerator
[02:10.82] ଅନା ବଢୁଛି ପ୍ରେମ meter
[02:14.07] ଆଲୋ ୬୦ ରେ କଣ୍ଟା, ହଁ, ଉଡୁଛି ମନଟା
[02:16.93] ଖେଳୁଛି ଲୋ କିତି-କିତି
[02:19.86] ହେ, ରଙ୍ଗବତୀ-ରଙ୍ଗବତୀ
[02:25.10] ଆରେ, ମୁଁ ରଙ୍ଗବତୀ-ରଙ୍ଗବତୀ
[02:28.72]
[02:51.27] ଆଖି ତଳେ ଲାଜଥିଲା
[02:54.03] ଓଠ ତଳେ ଝରିଗଲା
[02:56.96] ହୃଦୟ ଭିତର indicator ମୋ
[02:59.86] Signal ତତେ ଦେଲା
[03:08.01] ଆରେ, ଯାହାହେଲା ଭଲ ହେଲା
[03:11.29] ଭଡ଼ା ମୋର ଉଠିଗଲା
[03:14.13] ଆଜିଠାରୁ ଓଟୋ ଆଗରେ ଲେଖିବି "ମଜନୁ+ଲୈଲା"
[03:19.52] ମୁଁ ହେଲି ଓଟୋ ମାଲିକାଣୀ
[03:22.27] ତୁ Driver ମୋର ମଣି
[03:25.42] ଆରେ, ମିଳିବନି ଛୁଟି, ତୁ କରିବୁ duty
[03:28.43] ରାତି-ଦିନ, ଦିନ-ରାତି
[03:31.44] ଏ ରଙ୍ଗବତୀ-ରଙ୍ଗବତୀ
[03:37.13] ମୁଁ ରଙ୍ଗବତୀ-ରଙ୍ଗବତୀ
[03:42.79] ଏ ରଙ୍ଗବତୀ-ରଙ୍ଗବତୀ
[03:48.09] ଆରେ, ମୁଁ ରଙ୍ଗବତୀ-ରଙ୍ଗବତୀ
[03:52.09]