Home 🎬 Bollywood 🎵 Pakistani 🎤 English Pop

Sata Meghara Odhani

👤 Humane Sagar 🎼 Sata Meghara Odhani ⏱️ 5:00
🎵 2955 characters
⏱️ 5:00 duration
🆔 ID: 12970919

📜 Lyrics

ହେ ପ୍ରିୟା, ତୁ ପାଖରେ ଥିଲେ ଲାଗେ ସବୁ ଅଛି
ଆଉ ତୁ ନଥିଲେ, ସବୁ ଥାଇକି ବି ଲାଗେ କିଛି ନାହିଁ, କିଛି ନାହିଁ, କିଛି ବି ନାହିଁ

ସାତ ମେଘର ଓଢ଼ଣୀ ଟାଣି ପ୍ରିୟା ଆସୁଚି, ମୋ ପ୍ରିୟା ଆସୁଚି
ହୋ, ସାତ ଆକାଶ ପୁନେଇ-ଜହ୍ନ ପରି ଦିଶୁଚି, ମୋ ପ୍ରିୟା ହସୁଚି
ଅଳସୀ ଆଖିରେ ମୋର ନିଦ ନାହିଁ, ସପନ ଦେଖୁଚି ମୁଁ ତା' ପାଇଁ
ଅଳସୀ ଆଖିରେ ମୋର ନିଦ ନାହିଁ, ସପନ ଦେଖୁଚି ମୁଁ ତା' ପାଇଁ

ତା ଆସିବା ବାଟକୁ ମୁଁ ଚାହିଁ ବସିଚି

ହୁଁମ୍, ସାତ ମେଘର ଓଢ଼ଣୀ ଟାଣି ପ୍ରିୟା ଆସୁଚି, ମୋ ପ୍ରିୟା ଆସୁଚି

ସାତ ଜନମର ସାଥି ହବା ପାଇଁ କଥା ଦେଇଚି
ସାତ ଫଗୁଣର ରଙ୍ଗ ନେଇ ବୋଧେ ପ୍ରିୟା ମୋର ବଧୂ ସାଜିଛି
ହୁଁମ୍, ସାତ ଅବିରରେ ବାଟ ମୋର ଯେବେ ଦେଲ ସଜେଇ
ପ୍ରେମ ରାଇଜରେ ବାଟ ଚାଲୁ-ଚାଲୁ ମନ ମୋର ଦେଲି ହଜେଇ

ଗୋଲାପୀ ଓଠରୁ ତାର ଝରେ ହସ
ରଜନୀଗନ୍ଧାରେ ସିଏ ବାନ୍ଧେ କେଶ
ଗୋଲାପୀ ଓଠରୁ ତାର ଝରେ ହସ
ରଜନୀଗନ୍ଧାରେ ସିଏ ବାନ୍ଧେ କେଶ

ଚାନ୍ଦ ସଵାରୀରେ ପ୍ରିୟା ଲୁଚି ବସିଚି

ହୋ, ସାତ ମେଘର ଓଢ଼ଣୀ ଟାଣି ପ୍ରିୟା ଆସୁଚି, ମୋ ପ୍ରିୟା ଆସୁଚି

ସାତ ସାଗରର ମୋତି ଭଳି ତାକୁ ଖୋଜି ପାଇଛି
ସାତ ଜନମକୁ ସାଇତିବି ତାକୁ ମନେ-ମନେ ଭାବି ନେଇଛି
ହୋ, ସାତ ସରଗର ପରୀଟିଏ ଭଳି ପ୍ରିୟା ଦିଶୁଚି
ତାକୁ ପାଇବାକୁ ସାତ ସିନ୍ଧୁ ଡେଇଁ ପାଗଳ ମୁଁ ଧାଇଁ ଆସିଚି

କୁଆଁରୀ ମନରେ ମୋର କେତେ ଆଶା
ବୁଝିବ ସେ କେବେ ମୋର ମନ-ଭାଷା?
କୁଆଁରୀ ମନରେ ମୋର କେତେ ଆଶା
ବୁଝିବ ସେ କେବେ ମୋର ମନ-ଭାଷା?

ଫୁଲର ଶେଯ ବିଛେଇ ଚାହିଁ ରହିଛି

ହୋ, ସାତ ମେଘର ଓଢ଼ଣୀ ଟାଣି ପ୍ରିୟା ଆସୁଚି, ମୋ ପ୍ରିୟା ଆସୁଚି
ସାତ ଆକାଶ ପୁନେଇ-ଜହ୍ନ ପରି ଦିଶୁଚି, ମୋ ପ୍ରିୟା ହସୁଚି

⏱️ Synced Lyrics

[00:00.80] ହେ ପ୍ରିୟା, ତୁ ପାଖରେ ଥିଲେ ଲାଗେ ସବୁ ଅଛି
[00:05.66] ଆଉ ତୁ ନଥିଲେ, ସବୁ ଥାଇକି ବି ଲାଗେ କିଛି ନାହିଁ, କିଛି ନାହିଁ, କିଛି ବି ନାହିଁ
[00:12.16]
[00:30.49] ସାତ ମେଘର ଓଢ଼ଣୀ ଟାଣି ପ୍ରିୟା ଆସୁଚି, ମୋ ପ୍ରିୟା ଆସୁଚି
[00:44.87] ହୋ, ସାତ ଆକାଶ ପୁନେଇ-ଜହ୍ନ ପରି ଦିଶୁଚି, ମୋ ପ୍ରିୟା ହସୁଚି
[00:54.49] ଅଳସୀ ଆଖିରେ ମୋର ନିଦ ନାହିଁ, ସପନ ଦେଖୁଚି ମୁଁ ତା' ପାଇଁ
[01:00.54] ଅଳସୀ ଆଖିରେ ମୋର ନିଦ ନାହିଁ, ସପନ ଦେଖୁଚି ମୁଁ ତା' ପାଇଁ
[01:06.70] ତା ଆସିବା ବାଟକୁ ମୁଁ ଚାହିଁ ବସିଚି
[01:17.72] ହୁଁମ୍, ସାତ ମେଘର ଓଢ଼ଣୀ ଟାଣି ପ୍ରିୟା ଆସୁଚି, ମୋ ପ୍ରିୟା ଆସୁଚି
[01:27.12]
[01:57.49] ସାତ ଜନମର ସାଥି ହବା ପାଇଁ କଥା ଦେଇଚି
[02:03.31] ସାତ ଫଗୁଣର ରଙ୍ଗ ନେଇ ବୋଧେ ପ୍ରିୟା ମୋର ବଧୂ ସାଜିଛି
[02:16.92] ହୁଁମ୍, ସାତ ଅବିରରେ ବାଟ ମୋର ଯେବେ ଦେଲ ସଜେଇ
[02:24.41] ପ୍ରେମ ରାଇଜରେ ବାଟ ଚାଲୁ-ଚାଲୁ ମନ ମୋର ଦେଲି ହଜେଇ
[02:33.44] ଗୋଲାପୀ ଓଠରୁ ତାର ଝରେ ହସ
[02:36.55] ରଜନୀଗନ୍ଧାରେ ସିଏ ବାନ୍ଧେ କେଶ
[02:39.50] ଗୋଲାପୀ ଓଠରୁ ତାର ଝରେ ହସ
[02:42.52] ରଜନୀଗନ୍ଧାରେ ସିଏ ବାନ୍ଧେ କେଶ
[02:45.92] ଚାନ୍ଦ ସଵାରୀରେ ପ୍ରିୟା ଲୁଚି ବସିଚି
[02:56.65] ହୋ, ସାତ ମେଘର ଓଢ଼ଣୀ ଟାଣି ପ୍ରିୟା ଆସୁଚି, ମୋ ପ୍ରିୟା ଆସୁଚି
[03:06.36]
[03:36.42] ସାତ ସାଗରର ମୋତି ଭଳି ତାକୁ ଖୋଜି ପାଇଛି
[03:42.36] ସାତ ଜନମକୁ ସାଇତିବି ତାକୁ ମନେ-ମନେ ଭାବି ନେଇଛି
[03:56.70] ହୋ, ସାତ ସରଗର ପରୀଟିଏ ଭଳି ପ୍ରିୟା ଦିଶୁଚି
[04:03.49] ତାକୁ ପାଇବାକୁ ସାତ ସିନ୍ଧୁ ଡେଇଁ ପାଗଳ ମୁଁ ଧାଇଁ ଆସିଚି
[04:12.55] କୁଆଁରୀ ମନରେ ମୋର କେତେ ଆଶା
[04:15.48] ବୁଝିବ ସେ କେବେ ମୋର ମନ-ଭାଷା?
[04:18.49] କୁଆଁରୀ ମନରେ ମୋର କେତେ ଆଶା
[04:21.65] ବୁଝିବ ସେ କେବେ ମୋର ମନ-ଭାଷା?
[04:24.84] ଫୁଲର ଶେଯ ବିଛେଇ ଚାହିଁ ରହିଛି
[04:35.74] ହୋ, ସାତ ମେଘର ଓଢ଼ଣୀ ଟାଣି ପ୍ରିୟା ଆସୁଚି, ମୋ ପ୍ରିୟା ଆସୁଚି
[04:45.54] ସାତ ଆକାଶ ପୁନେଇ-ଜହ୍ନ ପରି ଦିଶୁଚି, ମୋ ପ୍ରିୟା ହସୁଚି
[04:54.44]

⭐ Rate These Lyrics

Average: 0.0/5 • 0 ratings