Home 🎬 Bollywood 🎵 Pakistani 🎤 English Pop

Ae Rangabati

👤 Abhijit Majumdar, Asima Panda 🎼 Sambalpuri Hits ⏱️ 4:05
🎵 2253 characters
⏱️ 4:05 duration
🆔 ID: 11268740

📜 Lyrics

ଅଟୋରେ ବସେଇ ଦେମି
ଆଖି ମୁଁ ମିଶେଇ ଦେମି
Puncture ହେଇଗଲା ଏଇ ଛାତି
ଏ ରଙ୍ଗବତୀ, ରଙ୍ଗବତୀ

ହଁ, ଅଟୋରେ ବସେଇ ଦେମି
ଆଖି ମୁଁ ମିଶେଇ ଦେମି
Puncture ହେଇଗଲା ଏଇ ଛାତି
ଏ ରଙ୍ଗବତୀ, ରଙ୍ଗବତୀ

ତୁ ନୂଆ ନୂଆ ଓଟୋ ବାଲା
ମୋ ମନ ଖାଲି ଝାଲାମାଲା
ଆରେ ଦେଖ ତୋର ଠେଲା
ହଁ, ଧୀରେ ଧୀରେ ଚଲା
କାଳେ ଜଳିଯିବ ନାଲି ବତି

ମୁଁ ରଙ୍ଗବତୀ, ରଙ୍ଗବତୀ
ଆରେ ଏ ରଙ୍ଗବତୀ, ରଙ୍ଗବତୀ

ଅରେ ପ୍ରେମ ଗାଡ଼ି ଘାଇଁ, ଘାଇଁ
ଗଡ଼ିଯାଏ ସାଇଁ ସାଇଁ
Heavy Licence ପାଇଛି ମୁଁ ଗୋରୀ
ଧରିଥା ଛାଡ଼ିବୁ ନାହିଁ

ବେଳ-କାଳ ଭଲ ନାହିଁ
ସହଜେ ମୁଁ ଚାନ୍ଦ ମୁହିଁ
ମନ ଛନ ଛନ, ଆଖି କନ କନ
Gear ତୁ ପକା ନାହିଁ

ହାଏ ଛୁଇଁଲେ Accelerator
ଅନା ବଢୁଛି ପ୍ରେମ Meter
ଆଲୋ ୬୦ ରେ କଣ୍ଟା, ହଁ ଉଡୁଛି ମନଟା
ଖେଳୁଛି ଲୋ କିତିକିତି

ହେ ରଙ୍ଗବତୀ, ରଙ୍ଗବତୀ
ଆରେ ମୁଁ ରଙ୍ଗବତୀ, ରଙ୍ଗବତୀ

ଆଖି ତଳେ ଲାଜଥିଲା
ଓଠ ତଳେ ଝଳିଗଲା
ହୃଦୟ ଭିତର Indicator
Signal ତତେ ଦେଲା

ଅରେ ଯାହାହେଲା ଭଲ ହେଲା
ଭଡ଼ା ମୋର ଉଠିଗଲା
ଆଜିଠାରୁ ଓଟୋ ଆଗରେ ଲେଖିବି "ମଜନୁ+ଲୈଲା"

ମୁଁ ହେଲି ଓଟୋ ମାଲିକାଣୀ
ତୁ Driver ମୋର ମଣି
ଆରେ ମିଳିବନି ଛୁଟି, ତୁ କରିବୁ duty
ରାତି-ଦିନ, ଦିନ-ରାତି

ଏ ରଙ୍ଗବତୀ, ରଙ୍ଗବତୀ
ମୁଁ ରଙ୍ଗବତୀ, ରଙ୍ଗବତୀ
ଏ ରଙ୍ଗବତୀ, ରଙ୍ଗବତୀ
ଆରେ ମୁଁ ରଙ୍ଗବତୀ, ରଙ୍ଗବତୀ

⭐ Rate These Lyrics

Average: 0.0/5 • 0 ratings